କୋଲକାତା କାଳୀ ମନ୍ଦିର ପରି ଦିଲ୍ଲୀ ଏନ୍ସିଆର ରେ ରହିଛି ଅନେକ ମା କାଳୀ ଙ୍କ ମନ୍ଦିର ।
ପ୍ରତିବର୍ଷ ଏହି ମନ୍ଦିର ଗୁଡିକରେ ମା ଦୁର୍ଗାଙ୍କ ପୂଜା ମଧ୍ୟ ହୋଇଥାଏ। ଚଳିତବର୍ଷ କୋଭିଡ ପାଇଁ ଅନେକ ମଣ୍ଡପ ଫାଙ୍କା ପଡିଥିବା ବେଳେ ନୋଇଡରେ ଥିବା kalibadi ମନ୍ଦିର ପାର୍କ କରାଯାଉଛି ମାଙ୍କ ପୂଜା।
#Delhi #DurgaPuja #Dussehra #Festival #Odisha #ArgusNews