ଦିଲ୍ଲୀରେ ମୋଦି-ପୁଟିନଙ୍କ ମଧ୍ୟରେ ଭେଟଘାଟ। ବିଭିନ୍ନ ପ୍ରସଙ୍ଗ ନେଇ ଦୁଇ ନେତା କଲେ ଆଲୋଚନା । ଦୁଇ ଦେଶର ଦୀର୍ଘଦିନର ବନ୍ଧୁତାକୁ ମନେ ପକାଇଲେ ମୋଦି । ପରସ୍ପରର ସହଯୋଗକୁ ଅଧିକ ମଜଭୁତ କରିବାକୁ ସହମତି। ପ୍ରତିରକ୍ଷା ସହଭାଗିତାକୁ ଅଧିକ ମଜବୁତ ଉପରେ ହେଲା ଚର୍ଚ୍ଚା
#Newdelhi #NarendraModi #VladimirPutin #RussianPresident #ArgusNews