ହିନ୍ଦୁ ଦେବୀଙ୍କ ଉପରେ ଥିବା ଆପତ୍ତିଜନକ କଂଟେଣ୍ଟକୁ ହଟାଅ । ଯେଉଁଠାରେ ବ୍ୟବସାୟ କରୁଛ, ତାର ଲୋକଙ୍କ ଭାବନାକୁ ସମ୍ମାନ ଦିଅ । ଟ୍ୱିଟରେ ମା କାଳୀଙ୍କ ଏକ ଆପତ୍ତିଜନକ ପୋଷ୍ଟକୁ ନେଇ ଦିଲ୍ଲୀ ହାଇକୋର୍ଟ ଟ୍ବିଟରକୁ କଡା ନିର୍ଦେଶ ଦେଇଛନ୍ତି
#Delhi #Highcourt #Twitter #GoddessKali #NationalNews #Odisha #ArgusNews