ଦୁର୍ଘଟଣା ନା ହତ୍ୟା। ଝାଡଖଣ୍ଡ ଧାନବାଦର ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ସସ୍ପେନ୍ସ। ବୁଧବାର ସକାଳେ ମର୍ଣ୍ଣିଂ ଓ୍ବାକ୍ କରୁଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା ଏକ ଅଟୋ ରିକ୍ସା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ପ୍ରଥମେ ଏକ ହିଟ୍ ଆଣ୍ଡ ରନ୍ ଘଟଣା ବୋଲି ସମସ୍ତେ ଭାବୁଥିଲେ । ମାତ୍ର ସିସିଟିଭି ଫୁଟେଜ୍ ମିଳିବା ପରେ ଘଟଣାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ
#ArgusNews #Odisha #ArgusNewsTV #Jharkhanda #AditionalJudge #Death #Accident #CCTVCamera