ଦକ୍ଷିଣରେ କେରଳ, ଉତ୍ତରରେ ଉତ୍ତରାଖଣ୍ଡ । କେରଳ ପରେ ଏବେ ଭାସୁଛି ଦେବଭୂମି ଉତ୍ତରାଖଣ୍ଡ। ପ୍ରବଳ ବର୍ଷା ପରେ ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଉତ୍ତରାଖଣ୍ଡର ନୈନିତାଲ। ଜିଲ୍ଲାର ସବୁଆଡେ ବିଭିଶିକାର ଦୃଶ୍ୟ
#uttarakhand #Kerala #HeavyRain #nainital #NationalNews