#ଦେବାଳିଆ_ଶ୍ରୀଲଙ୍କା_ଶ୍ରୀହିନ_ହେବାକୁ_ବସିଛି
#ମହଙ୍ଗା_ହେଲାଣି_ଖାଇବା
#ସୁନା_ବିକି_ଲୋକେ_ଡାଲି_ଚାଉଳ_କିଣୁଛନ୍ତି
ଏଠି ଆଳୁ କିଲୋ ୧୦୮ଟଙ୍କା, ଟମାଟୋ କିଲୋ ୯୬.୮୧ ଟଙ୍କା ଆଉ ସେଓ ୧୦୦୦ଟଙ୍କା। କଣ ଖାଇବେ, କେମିତି ବଞ୍ଚିବେ। ଏଇ ଚିନ୍ତାରେ ପଡିଥିବା ଶ୍ରୀଲଙ୍କାର ଲୋକେ ଏବେ ସୁନା ଗହଣା ବିକି ଖାଇବା ଯୋଗାଡୁଛନ୍ତି। ସୁନା ହାର ବିକି ବା ବନ୍ଧା ରଖି ଆଳୁ, ପିଆଜ କିଣୁଛନ୍ତି।
#SriLanka #bankrupt #expensive #survive #EconomicCrisis #deteriorate #ArgusNews