ସୀମାରେ ଜଗନ୍ତି ବୀର ଜୱାନ । ଦେଶକୁ ସୁରକ୍ଷା ଦିଅନ୍ତି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ । କେତେବେଳେ ରକ୍ତକୁ ଜମାଟ କରିଦେଉଥିବା ବରଫ ଭିତରେ ତ ଆଉ କେତେବେଳେ ମରୁଭୂମିର ମୁଣ୍ଡ ଫଟା ଖରାରେ । ଏଭଳି ବିକଟ ପରିସ୍ଥିତିରେ ଦେଶର ସୀମାକୁ ସୁରକ୍ଷା ଦେଉଥିବା ଜୱାନମାନଙ୍କ ସୁରକ୍ଷା ପାଇଁ ଜଣେ ଯୁବକ ଗଢିଛନ୍ତି ଏକ ଅତ୍ୟାଧୁନିକ ଯାନ । ଏହାର ନାମ ସାଇଲେଣ୍ଟ ପାଟ୍ରୋଲିଂ ମେସିନ୍ ।
#haryana #rewari #indianjawan #Silentpatrollingmachine #bulletproof #Odisha #ArgusNews