#ଦେଶରୁ_ଲୋପ_ପାଇଯିବ_କି_ଜାତୀୟ_ପଶୁ !
#୨୦୨୧ରେ_ମରିଛନ୍ତି_୧୨୭_ମହାବାଳ_ବାଘ
#୬୧୨_କଲରାପତ୍ରିଆ_ବାଘଙ୍କର_ବି_ହୋଇଛି_ମୃତ୍ୟୁ
ଦେଶରେ ବାଘ ମୃତ୍ୟୁରେ ନୂଆ ରେକର୍ଡ । 2021ରେ ଭାଙ୍ଗିଲା ଗତ 8 ବର୍ଷରେ ରେକର୍ଡ । ୨୦୨୧ ରେ ଦେଶରେ ୧୨୭ ଟି ବାଘଙ୍କର ମୃତ୍ୟୁ । ଅଧାରୁ ଅଧିକ ବାଘ ଅଭୟାରଣ୍ୟ ଭିତରେ ପ୍ରାଣ ହରାଇଥିବା ବେଳେ ବର୍ଷକରେ ଯାଇଛି ୧୫ ବାଘ ଛୁଆଙ୍କ ଜୀବନ ।
#newrecord #tiger #country #india #eachyear #Odisha #ArgusNews