ଦେଶରେ ଓମିକ୍ରନ ସଂକ୍ରମଣ ମାମାଲା ବୃଦ୍ଧି ପାଉଥିବା ବେଳେ ଏନେଇ ଚିନ୍ତା ବଢିଛି । ସଂକ୍ରମଣ ଏବେ 2000 ମୁହାଁ ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଖ୍ୟା 1892କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି
#Omicron #positive #healthdept #ArgusNews