ଦେଶରେ COVID-19ର ଓମିକ୍ରନ୍ ଭାରିଆଣ୍ଟ ମାମଲା ଦିନକୁ ଦିନ ବଢବାକେ ଲାଗିଛେ । ଗୁରୁବାର ଜାନୁୟାରୀ 13ନେ ଦେଶର କୋଭିଡ ସ୍ଥିତିକେ ନେଇକି ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରୁଛନ୍ ।
#COVID19 #Corona_Virus PMO India Narendra Modi #VC #Odisha #ArgusNews