#ଦେଶର_ନୂଆ_ସିଡିଏସ_ଅନିଲ_ଚୌହାନ
ଆଚରଣରେ ଶାନ୍ତ କିନ୍ତୁ ଦାୟିତ୍ୱ ସଂପାଦନରେ ବେଶ୍ କଠୋର ହେଉଛନ୍ତି ସିଡିଏସ୍ ଅନୀଲ ଚୌହାନ । ୪୦ ବର୍ଷରୁ ଅଧିକ ସମୟ ଧରି ସାମରିକ ସେବାରେ ନିୟୋଜିତ ଲେଫଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଏବେ ତିନି ସେନାର ସର୍ବୋଚ୍ଚ ଅଧିକାରୀ ।
#anilchauhan #cds #Commander #ArgusNews