#ସେତେବେଳେ_ଖେଳର_ଭାର_ଉଠାଉଥିଲେ
#ଏବେ_ଜୀବନର_ଭାରବି_ଠିକ_ଉଠାଉଛନ୍ତି
1970 ଏବଂ 1980 ଦଶକର ସେ ହେଉଛନ୍ତି ଭାରଉତ୍ତୋଳନ କାରୀ । 1980 ଦଶକରେ ପାଇଥିଲେ ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର । ସେ ହେଉଛନ୍ତି ବିଜୟ କୁମାର ଶତପଥୀ । ଜଣେ ଓଡ଼ିଆ ଭାରୋତ୍ତଳକ । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।
#weightlifting #bijaykumarsatapathy #internationalweightlifting #arjunaaward #Odisha #ArgusNews