ବର୍ତ୍ତମାନଠୁ 2050 ମଧ୍ୟରେ ବିଶ୍ବରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଗତ 30 ମାସ ଭିତରେ ଆଦାନୀ ସୌର ଶକ୍ତି କ୍ଷେତ୍ରରେ ବିଶ୍ବର ସବୁଠୁ ବଡ କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। 2030 ସୁଦ୍ଧା ରିନ୍ୟୁବଲ ଏନର୍ଜି କ୍ଷେତ୍ରରେ ଏହା ବିଶ୍ବର ବଡ କମ୍ପାନୀ ହେବାକୁ ଆଦାନୀ ପ୍ରତିଶ୍ରୁତିବଦ୍ଧ।
#Economy #GautamAdani #BusinessOpportunity #Development #WorldClimateChangeConference #COP26 #RenewableEnergy #ArgusNews