ଯୋଗୀଙ୍କ ପୋଲିସ ହଟାଇ ସାରିଲାଣି 11 ହଜାର ଲାଉଡ ସ୍ପିକର । 35 ହଜାର ସ୍ଥାନରେ ଗାଇଡଲାଇନ ଅନୁସାରେ ଭଲ୍ୟୁମ କମିଲା । ଲାଉଡ ସ୍ପିକର ଉପରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ ରାଜ ଠାକରେ । କହିଲେ ମହାରାଷ୍ଟ୍ର ସରକାରକୁ ମା ଜଗଦମ୍ବା ସଦବୁଦ୍ଧି ଦିଅନ୍ତୁ ।
#police #YogiAdityanath #loudspeakers #guidelines #religiousplaces #StrictAction #UttarPradesh #ArgusNews