#ଧରିଛି_ହାତ_ତୋହର_ଆସୁ_ତୋଫାନ_ଆସୁ_ବରଷା
#ଚେଇଁ_ଥାଏ_ଅବା_ଛାଇ_ନିଦ_ନିଶା_ସବୁ_ବେଳେ_ତୁ_ଯେ_ମୋ’
ଦାମ୍ପତ୍ୟ ଜୀବନର ଅଧାରେ ହାତ ଛାଡି ଦେଉଥିବା ପତି ପତ୍ନୀ ଯାହା କରି ପାରନ୍ତିନି, ତାହା କରି ଦେଖାଉଛନ୍ତି ଏହି ଅବୋଧ ଜୀବ, ସମୁଦ୍ର ଓଧ ବା ସି ଓଟ୍ଟର । ନିଜ ସାଥୀର ହାତ କେବେବି ଛାଡ଼ନ୍ତିନି ଏମାନେ । ଏମାନେ ସବୁ ବେଳେ ଏକାଠି । ଶୋଇଲା ବେଳେ ମାଡି ବସି ଧରି ଥାଆନ୍ତି ପରସ୍ପରର ହାତ ।
#Sea #otter #love #Odisha #ArgusNews