ଇସଲାମୀ ଧର୍ମାନ୍ତରୀକରଣ ରାକେଟର ମୁଖ୍ୟ ମୌଲାନା ଉମର ଗୌତମର ପୁଅକୁ ଗିରଫ କଲା ଯୋଗୀଙ୍କ ଏଟିଏସ । ନିଜ ବାପାର ରାସ୍ତାରେ ଚାଲୁଥିଲା ପୁଅ ଅବଦୁଲ୍ଲା । ଅବଦୁଲ୍ଲାର ବ୍ୟାଙ୍କ ଖାତାରୁ ମିଳିଲା ୭୫ ଲକ୍ଷ ଟଙ୍କା । ଇସଲାମରେ ମତାନ୍ତରଣ ପାଇଁ ସେ ମଧ୍ୟ କରୁଥିଲା ଫଣ୍ଡିଂ ।
#religious #conspiracy #family #Islamicconversion #MaulanaUmarGautam #Arrest #ArgusNews