#ନବୀନ_ନିବାସରେ_ମମିତା_ହତ୍ୟାକାଣ୍ଡର_ଜହ୍ଲାଦ_ଗୋବିନ୍ଦ_ସାହୁ
ବିଧାନସଭାରେ ଆଜି ବି ମମିତା ତାତି । ନବୀନଙ୍କ ସହ ଗୋବିନ୍ଦର ଫଟୋ ଧରି ବିଜେପିର ହୋହାଲ୍ଲା । ପ୍ରତାପ ଦେବ-ଦିବ୍ୟଶଙ୍କର-ଗୋବିନ୍ଦ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ନେଇ ଦଳ ଆଣିଛି ସଙ୍ଗୀନ ଅଭିଯୋଗ ।
#OdishaAssembly #Protest #BJP #MamitaMurderCase #JusticeForMamita #ArgusNews #Odisha #ArgusNews #BJP #gobindsahu #mamatamehernews