#ନରେନ୍ଦ୍ର_ମୋଦିଙ୍କ_ନୂଆ_ଟିମ୍ରେ_ଅଶ୍ବିନୀ_ବୈଷ୍ଣବ !
ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ବାଜପେୟୀଙ୍କ ପର୍ସନାଲ ଷ୍ଟାପ ଥିଲେ ଆଇଏଏସ୍ ଅଶ୍ବୀନୀ ବୈଷ୍ଣବ। ସେବେଠାରୁ ବିଜେପି ସହିତ ଘନିଷ୍ଠତା ବଢିଥିଲା ଅଶ୍ବୀନ ବୈଷ୍ଣବଙ୍କର। 28 ଜୁନ୍ 2019ରେ ସେ ସାମିଲ ହୋଇଥିଲେ ବିଜେପିରେ
#ArgusNews #Odisha #ArgusNewsTV #NationalNews #aswinivaishnav #CentralMinister Narendra Modi