ଛାଡିଗଲା ସବୁ ରଙ୍ଗ। ନା ମୁଣ୍ଡରେ ହେଲମେଟ ଅଛି, ନା ଠିକରେ ବସି ଗାଡି ଚଲାଉଛନ୍ତି। ଯେଉଥିପାଇଁ ଟ୍ରାଫିକ ପୋଲିସ ଦେଇଛି ପାନେ। ଆଜିକାଲିକା ଯୁବକମାନେ ଟ୍ରାଫିକ ନିୟମକୁ ମାନୁନାହାନ୍ତି। ପୋଲିସର ଉଦ୍ୟମ ଏବଂ ନିରନ୍ତର ଯାଞ୍ଚ ସତ୍ତ୍ୱେ କିଛି ଜିଦଖୋର ଯୁବକ ଅଛନ୍ତି ଯେଉଁମାନେ ସତର୍କ ହେବାର ନାମ ନେଉନାହାନ୍ତି। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
#viralvideo #bikestunt #durga #police #ArgusNews