#ନିଆଁର_ଆଁରେ_ଫ୍ରାନ୍ସ
ନିଆଁର ଆଁରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ନିଆଁର ପ୍ରକୋପ ନେଲାଣି ଭୟଙ୍କର ରୂପ । ଘର ଦ୍ୱାର ଛାଡି ଜୀବନ ବଞ୍ଚାଇବା ପାଇଁ ପଳାୟନ କରୁଛନ୍ତି ମଣିଷ । ନିଜର ସବୁ କିଛି ନିଆଁ ମୁହଁରେ ଛାଡି ଦେଇ ମୁଣ୍ଡ ଗୁଂଜୁଛନ୍ତି ଆଶ୍ରୟସ୍ଥଳୀରେ । ଫ୍ରାନ୍ସରେ ଚାଲିଛି ଏହି ଜଙ୍ଗଲ ନିଆଁର ତାଣ୍ଡବ । ଗ୍ରୀଷ୍ମ ପ୍ରବାହ ବି ବଢାଇ ଦେଇଛି ତାତି । ଫ୍ରାନସ ସହ ଅନ୍ୟ ୟୁରୋପୀୟ ଦେଶଗୁଡିକ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଅଣନିଃଶ୍ୱାସୀ ହୋଇପଡିଲେଣି ।
#French #forestfire #animals #people #safeplace #Odisha #ArgusNews