ନିଜ ମାତୃଭାଷା ହିଁ ସୃଷ୍ଟି କରିପାରେ ଆତ୍ମବିଶ୍ବାସ ଆଉ ସ୍ବାଭିମାନ । ଅଲିମ୍ପିକର ଇତିହାସରେ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ୱର୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପଡାଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ବେଶ୍ ଭାଇରାଲ ହେଉଛି ସୋସିଆଲ ମିଡିଆରେ । #ArgusNews #Odisha #NeerajChopra #Olympics