ଡିସେମ୍ବର ୧ରୁ ଜି-୨୦ର ଅଧ୍ୟକ୍ଷତା ଭାର ସମ୍ଭାଳିବ ଭାରତ। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ର ନୂଆ ଲୋଗୋ, ଥିମ ଏବଂ ଓ୍ବେବସାଇଟ ଉନ୍ମୋଚନ କରିଛନ୍ତି। ଏଥିରେ ଭାରତର ମନ୍ତ୍ର ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ ରହିଛି।
#PMOIndia Narendra Modi #inauguration #g20logo #ArgusNews