ନୂଆବର୍ଷରେ ଚାଷୀଙ୍କ ପାଇଁ ଖୁସି ଖବର । PM କିଷାନ ସମ୍ମାନ ନିଧିରେ ଦଶମ କିସ୍ତିର 10 କୋଟି ଚାଷୀଙ୍କୁ ମିଲିଲା 20 ହଜାରରୁ ଅଧିକ ଟଙ୍କା । ହେଲେ ଓଡିଶାରେ କିନ୍ତୁ ରାଜ୍ୟ ସରକାର ଚାଷୀଙ୍କ ଭୁଲ ତଥ୍ୟ ଦେଉଥିବାରୁ ସବୁ ଚାଷୀ ଟଙ୍କା ପାଇପାରୁନାହାଁନ୍ତି । ଫଳରେ ଏବେ ରାଜ୍ୟର ଚାଷୀଙ୍କ ପ୍ରାପ୍ୟ ବାବଦକୁ ମିଳିବାକୁ ଥିବା କୋଟି କୋଟି ଟଙ୍କା ଅଟକି ରହିଛି
#NarendraModi #pmkishanyojana #farmer #OdishaGovt #ArgusNews