ଦମଦାର ଲୁକରେ ସୁସ୍ମିତା ଯାହାର ଅପେକ୍ଷା ଥିଲା ଏବେ ତାହାର ଟିଜର ସାମ୍ନାକୁ ଆସିଛି । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଅଭିନୀତ ଓ୍ୱେବ ସିରିଜ ଆର୍ଯ୍ୟା-୩ର ଟିଜର ରିଲିଜ ହୋଇଛି । ଯେଉଁଥିରେ ନୂଆ ଭୂମିକାରେ ନଜର ଆସିଛନ୍ତି ସୁସ୍ମିତା ।
#bollywood #actresses #SushmitaSen #upcoming #movies #ArgusNews