#ପଞ୍ଜଶୀରକୁ_ନେଇ_ତାଲିବାନର_ବଡ_ଦାବି
#ଉଡାଇଛି_ନିଜର_ପତାକା
ତାଲିବାନ ପଞ୍ଜଶୀର ପ୍ରାନ୍ତକୁ ସମ୍ପୂର୍ଣ୍ଣ ଭାବେ କବଜା କରିନେଇଥିବା ଦାବି କରିଛି । ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ରେଜିଷ୍ଟାନ୍ସ ଫୋର୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ତେବେ ସେମାନଙ୍କର ଦାବି ସତ ଲାଗୁଛି । କାରଣ ପଞ୍ଜଶୀରରେ ତାଲିବାନ ପତାକା ଉଡୁଥିବା ଦେଖିବାକୁ ମିଳିଛି ।
#Afganistan #Taliban #panjsira #Comando #Odisha #ArgusNews