#ପଞ୍ଜାବ_କଂଗ୍ରେସରେ_କଳହ
#ଛତିଶଗଡ_କଂଗ୍ରେସରେ_ବିଦ୍ରୋହର_ସଂକେତ
ସୋନିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରନ୍ଦର ସିଂ । ଭୂପେଶ ବଘେଲଙ୍କୁ ହଟାଇବା ଦାବି ନେଇ ଦିଲ୍ଲୀରେ ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ । ପଞ୍ଜାବ କଂଗ୍ରେସରେ ରାଜନୈତିକ କନ୍ଦଳ ଜୋର ହେବାରେ ଲାଗିଛି । ଅସନ୍ତୁଷ୍ଟ ବିଧାୟକ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି ।
#ArgusNews #ArgusNewsTV #National #Punjab #Chattisgarh #Congress #Conflict Sonia Gandhi - The Leader