ପଞ୍ଜାବ ସରକାର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ । ଏଭଳି ଘଟଣା ଦେଶର ଇତିହାସରେ ବିରଳ । ଆମେ ଜାଣୁ କଂଗ୍ରେସ ମୋଦୀଙ୍କୁ ଘୃଣା କରେ, କିନ୍ତୁ ଆଜି ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ।
Narendra Modi #security #PunjabGovernment #Congress #PM Smriti Zubin Irani #ArgusNews