#ଗଣତନ୍ତ୍ର_ଦିବସରେ_ପୁଣି_ଥରେ_ବିବାଦରେ_ଅଲିଗ଼ଡ_ମୁସଲିମ_ବିଶ୍ବବିଦ୍ୟାଳୟ
#ପତାକା_ଉତୋଳନ_ବେଳେ_ଲାଗିଲା_ଆଲ୍ଲାହୁ_ଆକବରର_ନାରା
#ନାରା_ଲଗାଉଥିବା_ପିଲାଙ୍କ_ମଧ୍ୟରେ_ଏନସିସି_କ୍ୟାଡେଟ_ମଧ୍ୟ_ସାମିଲ
ଦେଶର ଗଣତନ୍ତ୍ର ଦିବସ ପାଳନ ଅବସରରେ ଉତ୍ତର ପ୍ରଦେଶର ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପୁଣି ଥରେ ବିବାଦ ଘେରକୁ ଆସିଛି । ଦେଶର 74 ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପତାକା ଉତୋଳନ ଅବସରରେ ସେଠାରେ କଟ୍ଟର ଇସଲାମୀ ନାରା ଲଗାଯାଇଥିବା ଦେଖିବାକୁ ମିଳିଛି ।
#viralvideo #aligarhmuslimuniversity #RepublicDay #ArgusNews