ପଦାରେ ପଡିଲା କେଜ୍ରିୱାଲଙ୍କ ଦୋମୁହାଁ ନୀତି
#ପଦାରେ_ପଡିଲା_କେଜ୍ରିୱାଲଙ୍କ_ଦୋମୁହାଁ_ନୀତି
ଘରେ-ଘରେ ରାସନର ପୋଲ ଖୋଲିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ I କହିଲେ, ‘ରାସନ ମାଫିଆଙ୍କ କବଜାରେ ଦିଲ୍ଲୀ ସରକାର’ I ଦିଲ୍ଲୀରେ କାହିଁକି ଲାଗୁ କରୁନାହାନ୍ତି ୱାନ ନେସନ-ୱାନ ରାସନ କାର୍ଡ ଯୋଜନା I
#ArgusNews #National Arvind Kejriwal Ravi Shankar Prasad #RationCard #delhi