ଆଜି ପବିତ୍ର ଜନ୍ମାଷ୍ଟମୀ । ଏନେଇ ଉତ୍ସଵମୂଖର ସାରା ଦେଶ । ଆଜି ମଧ୍ୟରାତ୍ରୀରେ ଜନ୍ମ ହେବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ମନ୍ଦିର ଗୁଡିକରେ ପୂଜାନୀତିର ଆୟୋଜନ କରାଯାଉଛି । ସବୁ ରାଧାକୃଷ୍ଣ ମନ୍ଦିରରେ ଲାଗିଛି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ।
#janmashtami #janmashtamifestival #srikrishna #Odisha #ArgusNews