ପରିବେଶ ପରିବର୍ତ୍ତନକୁ ନେଇ MSCIର ପଦକ୍ଷେପ ଉପରେ ଆଦାନୀ ଗ୍ରୁପର ସ୍ପଷ୍ଟୀକରଣ । ଆଦାନୀ ପୋର୍ଟ ଏବଂ ସ୍ପେସିଆଲ୍ ଇକୋନୋମିକ୍ ଜୋନ, ଏମଏସସିଆଇର ପରିବେଶ ପରିବର୍ତ୍ତନ ମାନରେ ତଳେ ସ୍ଥାନ ପାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛି କମ୍ପାନୀ। ଲକ୍ଷ୍ୟ ହାସଲ ପାଇଁ ବିଜ୍ଞାନ ଆଧାରିତ ପଦକ୍ଷେପ ନିଆଯାଇଥିବା ନେଇ କମ୍ପାନୀ ପ୍ରତିବଦ୍ଧ ବୋଲି ସ୍ପଷ୍ଟୀକରଣରେ କହିଛି
#AdaniGroup #Odisha #ArgusNews