ରେକର୍ଡ କରିଛି ଦୁବାଇ । ଦୁନିଆର ପ୍ରଥମ 'କାଗଜହୀନ' ସରକାର ହୋଇ କାଗଜ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରି ଏକ ଉଦାହରଣ ସୃଷ୍ଟି କରିଛି । 45 ଟି ସରକାରୀ ଅନୁଷ୍ଠାନରେ ଏହି କାଗଜ ବିହୀନ ନୀତି କାର୍ଯ୍ୟକାରୀ ହୋଇଥିବାବେଳେ ଦୁବାଇର କ୍ରାଉନ୍ ପ୍ରିନ୍ସ ଏହାକୁ ଏକ ନୂତନ ଯୁଗର ଆରମ୍ଭ ବୋଲି କହିଛନ୍ତି
#Dubai #paperlessoffice #safeenvironment #dubaicrownprince #ArgusNews