#ପଶ୍ଚିମବଙ୍ଗରେ_ବ୍ୟାପକ_ଅବ୍ୟବସ୍ଥା
#ରାଜ୍ୟପାଳ_ମୁଖ୍ୟମନ୍ତ୍ରୀ_ବିବାଦ_ଏବେ_ଚରମ_ସୀମାରେ
ସଂଖ୍ୟାଗରିଷ୍ଠତା ହାସଲ କରିଥିବା ମମତା ଟିମ୍, ଟିଏମସି ଏବେ ଇନ୍ଦ୍ରଚନ୍ଦ୍ର ମାନୁନି । ଗୃହରେ ମେଜରିଟି ଥିବାରୁ ମମତା ନିଜ ଇଛା ମୁତାବକ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ସେହି କ୍ରମରେ ବିଧାନସଭାରେ ଏକ ବିଧେୟକ ପାରିତ ହୋଇଛି । ଯେଁଥିରେ ରାଜ୍ୟରେ ଥିବା ସବୁ ବିଶ୍ବବିଦ୍ୟାଳୟର ସମସ୍ତ କୁଳପତି ନିଯୁକ୍ତି ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିବ ।
#westbengal #chiefminister #MamataBanerjee #Odisha #ArgusNews