#ପାକିସ୍ତାନର_ଅମାନୁଷିକ_ରାକ୍ଷସ_କଲେ_ଗଣଦୁଷ୍କର୍ମ
#ସ୍ୱାମୀଙ୍କୁ_ବାନ୍ଧି_ପକାଇ_ଗର୍ଭବତୀ_ପତ୍ନୀଙ୍କୁ_କଲେ_ଗଣଦୁଷ୍କର୍ମ
ପାକିସ୍ତାନରେ ନାରୀଙ୍କ ଇଜ୍ଜତ ସୁରକ୍ଷିତ ନୁହେଁ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଏହି ଦେଶରେ ଗର୍ଭବତୀ ମା’ ମାନେ ବି ଲମ୍ପଟମାନଙ୍କ ଦ୍ବାରା ହେଉଛନ୍ତି ନିର୍ଯାତିତ। । ଆଇନକୁ ଡରନ୍ତିନି ଏମାନେ । କାରଣ ପାକିସ୍ତାନରେ ମହିଳାଙ୍କ ଉପରେ ଅତ୍ୟଚାର କରୁଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ମାତ୍ର ୦.୦୩ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୁଅନ୍ତି ।
#Pakistan #pregnantwoman #punjab #police #Odisha #ArgusNews