ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରୁଥିବା ବେଳେ ପାକିସ୍ତାନ ସାଂସଦ ମାନେ ମଧ୍ୟ ତାଙ୍କର ଦେଶର ଅର୍ଥନୀତିକୁ କ୍ଷତି କରିବାରେ ଲାଗିଛନ୍ତି । ପାକିସ୍ତାନର ଅନେକ ସାଂସଦ ଇନକମ ଟ୍ୟାକ୍ସ ଦିଅନ୍ତି ନାହିଁ । ଏହା ଶୁଣି କେହି ବି ଆଶ୍ଚର୍ଯ୍ୟ ହେବେ ଯେ ଇନକମ ଟ୍ୟାକ୍ସ ସରକାରଙ୍କୁ ପ୍ରଦାନ କରିବା ତ ଦୂରର କଥା ସେମାନେ ଇନକମ ଟ୍ୟାକ୍ସ ରିଟର୍ନ ମଧ୍ୟ ଦାଖଲ କରନ୍ତି ନାହିଁ ।
#pakistan #economy #tax #taxreturn #Odisha #ArgusNews