#ପାକିସ୍ତାନୀ_ରାଷ୍ଟ୍ରଦୂତ_ମସୁଦ_ଖାନଙ୍କର_ରହିଛି_ଆତଙ୍କବାଦୀ_କନେକ୍ସନ
#ଆମେରିକୀୟ_ସାଂସଦ_ମାନଙ୍କ_ଅଭିଯୋଗ
#ଆତଙ୍କବାଦୀ_ସଂଗଠନ_ସହ_ସମ୍ପର୍କର_ଯାଞ୍ଚ_ପାଇଁ_ଦାବି
ଆମେରିକାରେ ପାକିସ୍ତାନ ନବ ନିଯୁକ୍ତ ରାଷ୍ଟ୍ରଦୂତ ମସୁଦ ଖାନ । ବର୍ତମାନ ସେ ବିବାଦ ଘେରରେ ଆସି ଯାଇଛନ୍ତି । ଆମେରିକାର ତିନି ଜଣ ପ୍ରଭାବଶାଳୀ ସାଂସଦ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରାଷ୍ଟ୍ରଦୂତଙ୍କର ଆତଙ୍କବାଦୀ ଓ ଇସଲାମୀ ସଂଗଠନ ଗୁଡିକ ସହ ସମ୍ପର୍କ ରହିଛି । ସେମାନେ ଏହାର ଯାଞ୍ଚ କରିବାକୁ ମଧ୍ୟ ଦାବି କରିଛନ୍ତି ।
#Pakisthan #MasoodKhan #terroristconnection #Claims #controversy #Islamic #investigation #National #Odisha #ArgusNews