#ପାକିସ୍ତାନ_ଅଧିକୃତ_କାଶ୍ମୀରରୁ_ମୋଦିଙ୍କୁ_ଗୁହାରୀ
#ନରେନ୍ଦ୍ର_ମୋଦି_ଆପଣ_ଆସନ୍ତୁ
#ଆମକୁ_ଏହି_ଅତ୍ୟାଚାରରୁ_ମୁକ୍ତି_କରାନ୍ତୁ
ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନୀ ପ୍ରଶାସନ ଓ ସେନାର ଅତ୍ୟାଚାର ବିରୁଦ୍ଧରେ ଅନେକ ସମୟରେ ଆନ୍ଦୋଳନ ହେବାର ସୂଚନା ଆସିଥାଏ । ପାକିସ୍ତାନୀ ସରକାର ଏପରି ଆନ୍ଦୋଳନ ଘଟଣା ଗୁଡିକୁ ଚାପି ଦେବାକୁ ଚେଷ୍ଟା କରିଥାଏ ।
#Pakistan #Kashmir PMOindia Narendra Modi #protests #Odisha #ArgusNews