#ପାଖେଇ_ଆସିଲାଣି_ଆଇପିଏଲ_ଫାଇନାଲ
#ପ୍ଲେ_ଅଫ୍_ରେସରେ_୬_ଟିମ୍
#ମେ_୨୯ରେ_ହବ_ଫାଇନାଲ_ମ୍ୟାଚ
ଚଳିତ ବର୍ଷର ଆଇପିଏଲ ଶେଷ ପର୍ଯ୍ୟାୟରେ । ପ୍ରାୟ ସବୁ ଦଳ ୧୩ ଟି ଲେଖାଏଁ ମ୍ୟାଚ ଖେଳି ସାରିଲେଣି । ଏହା ପରେ ପ୍ଲେ ଅଫ୍ ଅବା ସେମିଫାଇନାଲ । ଶେଷ ଲିଗ୍ ମ୍ୟାଚ୍କୁ ଜିତି ସାନ୍ତ୍ବନାମୂଳକ ବିଜୟ ସହ ଚଳିତବର୍ଷର ଅଭିଯାନ ଶେଷ କରିଛି ଆଇପିଏଲ୍ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ବିଜୟ କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଳେ ଅଫ୍ ପ୍ରବେଶ ପଥକୁ ବନ୍ଦ କରି ଦେଇଛି ।
#IPL #finaliplmatch #Odisha #ArgusNews