ପାଠ ପଢ଼ା ଭାରି କଷ୍ଟ । ଏତେ ପାଠ କିଏ ପଢ଼ିବ। ସ୍କୁଲ ଯାଅ, ଟ୍ୟୁସନ ଯାଅ। ଭଲ ମାର୍କ ରଖ। ନହେଲେ ଘରେ ମାଡ ଖାଅ। ଏସବୁ ଜିନିଷ ସମସ୍ତଙ୍କ ଘରେ ହୋଇଥାଏ। ପ୍ରତ୍ୟେକ ଦିନ ଆମେ ଆପଣଙ୍କୁ ଅନେକ ଭିଡିଓ ଦେଖାଇଥାଉ। କେଉଁ ଭିଡିଓଟି ଦୁଃଖଦାୟକ ହୋଇଥିବାବେଳେ ଆଉ କେଉଁ ଭିଡିଓଟି ଭାରି ମଜାଳିଆ ହୋଇଥାଏ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି ।
#viralvideo #student #study #school #ArgusNews