ଆଉ ଲୁଚି ଛପି ଅଚାନକ ଆସି ପାରୁନି ବାତ୍ୟା । ପାଣିପାଗ ବିଭାଗ ଗୁପ୍ତଚର ବାତ୍ୟା ଉପରେ ରଖିଛି ନଜର ।ଏହି ପାଣିପାଗ ଗୁପ୍ତଚର ହେଉଛି ଡପଲର ରାଡାର । ଯିଏ ଆଗୁଆ ଦେଇ ଦେଉଛି ବାତ୍ୟା ଆସିବା ଖବର ।
ଚାଲନ୍ତୁ ଜାଣିବା କିପରି କାମ କରେ ଏହି ବାତ୍ୟା ଅନୁସନ୍ଧାନୀ ଗୁପ୍ତଚର, ଡପଲର ରାଡାର ।
#weather #cyclone #dopplerRadar #IMD #tropicalcyclone #Odisha #ArgusNews