ତୀର ଚାଳନା ଏପରି ଏକ କଳା ଯାହାକୁ ହାସଲ କରିବା ଅତି ମୁସ୍କିଲ। କାରଣ ଏଥିରେ ନିଶାନା ଲଗାଇବାକୁ ପଡିଥାଏ ଆଉ ତାହା ପୁଣି ଠିକ୍ ହେବା ଦରକାର । ଆପଣ ଦେଖିଥିବେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗୀତାରେ ନିଶାନା ଲାଗଇବାରେ ସୂତେ ଏପାଖ ସେପାଖ ଯୋଗୁଁ ପଦକରୁ ବଞ୍ଚିତ ହୋଇଛନ୍ତି ବଡ଼ ବଡ଼ ତୀରନ୍ଦାଜ ।
#Archery #art #difficult #medals #competitions #sports #Odisha #ArgusNews