#ଯୀଶୁଙ୍କ_ନାଁରେ_ମିଛ_ପାଦ୍ରୀ_ଗିରଫ
ପାଦ୍ରୀ ବଜିନ୍ଦର ସିଂହ ମିଛ ଚମତ୍କାର ପ୍ରଚାର କରି ଗିରଫ । ସେ ଆଗରୁ ଦୁଷ୍କର୍ମ ଓ ଟଙ୍କା ଲୁଟ୍ ଆଭିଯୋଗରେ ଗିରଫ ହୋଇସାରିଛନ୍ତି । ଦେଖନ୍ତୁ ପାଦ୍ରୀ ମହୋଦୟଙ୍କ ନୂଆ କାରନାମା ।
#FatherBajinder #arrest #superstition #Christians #Jesus #cheating #ArgusNews