#ଋଷ_ରାଷ୍ଟ୍ରପତି_ପୁଟିନଙ୍କ_ଭାରତ_ଗସ୍ତ
#ପ୍ରଧାନମନ୍ତ୍ରୀଙ୍କ_ପୂର୍ବୋଦୟ_ମିଶନରେ_ଧର୍ମେନ୍ଦ୍ର_ପ୍ରଧାନଙ୍କ_ପ୍ରୟାସର_ମିଳିଲା_ସୁଫଳ
ପାରାଦୀପ ଇଣ୍ଡିଆନ ଅଏଲ ରିଫାଇନାରୀରେ ଋଷ କରିବ ବ୍ୟାପକ ପୁଞ୍ଜିନିବେଶ । 21ତମ ଭାରତ - ଋଷ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ, ବିଭିନ୍ନ କ୍ଷେତ୍ରରେ 28ଟି ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି
#PMNarendraModi #Russia #VladimirPutin #UnionMinister #DharmendraPradhan #IOCLRefineryParadeep #Odisha #ArgusNews