ବଙ୍ଗ ରାଜନୀତିର ଚର୍ଚ୍ଚିତ ଚେହେରା ପାର୍ଥ ଚାଟର୍ଜି ଓ ଅଭିନେତ୍ରୀ ଅର୍ପିତାଙ୍କ ସମ୍ପର୍କକୁ ନେଇ ନାନାକଥା ଶୁଣିବାକୁ ମିଳୁଛି । ପାର୍ଥ କହୁଛନ୍ତି ଅର୍ପିତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କିନ୍ତୁ ଏପଟେ ସତ ଜଳଜଳ ହୋଇ ଦିଶୁଛି । ଅର୍ପିତାଙ୍କ ଏଲଆଇସି ପଲିସିରେ ନୋମିନି ରହିଛନ୍ତି ପାର୍ଥ । ଏଣୁ ଅର୍ପିତାଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ଟଙ୍କାରେ ପାର୍ଥଙ୍କ ଭାଗ କେତେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
#WestBengal #ED #Raid #ParthaChatterjee #ArpitaMukherjee #Odisha #ArgusNews