ଆପଣଙ୍କ ପିଲା ଅଧିକ ଟିଭି ଦେଖୁଛନ୍ତି କି ? ଯଦି ଦେଖୁଛନ୍ତି ତେବେ ହୋଉଯାଅନ୍ତୁ ସତର୍କ। କାରଣ ପିଲାଙ୍କ ପାଇଁ ବିପଦ ଟିଭି। ଟିଭି ଦେଖି ପିଲାମାନେ ଧୂମପାନ, ଜୁଆ ନିଶାରେ ପଡି ପାରନ୍ତି। ଏ କଥା ଏକ ଅଧ୍ୟୟନରୁ ଜଣାପଡିଛି। ନ୍ୟଜିଲାଣ୍ଡର ଓଟାଗୋ ୟୁନିଭର୍ସିଟି ଅନୁସାରେ, ଡୁନେଡିନ୍ ମଲ୍ଟିଡିସିପ୍ଲିନାରୀ ହେଲ୍ଥ ଆଣ୍ଡ ଡେଭଲପମେଣ୍ଟ ଅଧ୍ୟୟନରୁ ଗବେଷକମାନେ ତଥ୍ୟ ସଂଗ୍ରହ କରିଛନ୍ତି ଏ ବାବଦରେ ।
#tv #children #SiteEfekt #ArgusNews