#କୋଭାକ୍ସିନ_ଟିକାକୁ_ମିଳିଲା_ଅନୁମତି
ଏକ୍ସପର୍ଟ କମିଟିର ଅନୁମତି ପରେ ଖୁବଶୀଘ୍ର ପିଲାଙ୍କ ଟିକାକରଣ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏଥିପାଇଁ ଡିଜିସିଆଇର ଅନୁମତି ଦରକାର । ଏହି ଅନୁମତି ମିଳିବା ପରେ ହିଁ 2 ରୁ 18 ବର୍ଷ ବୟସ ପିଲାଙ୍କୁ ଦିଆଯିବ ଟିକା ।
#COVID19 #coronavirus #vaccine #child #Odisha #ArgusNews