ମୁଁ ମୋ ପୁଅ ପାଇଁ ବହୁତ ଗର୍ବିତ । ଏହା ଏକ ବ୍ରୋଞ୍ଜ ପଦକ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ପାଇଛନ୍ତି: ଭାରତୀୟ ପୁରୁଷ ହକି ଦଳର ଗୋଲକିପର ଥିବା ପି.ଆର ଶ୍ରୀଜେଶଙ୍କ ପିତା ରବିନ୍ଦ୍ରନ୍
#ArgusNews #ArgusNewsTV #National #IndianHockeyTeam #PRSreejesh