#ଟିଭିରେ_ଚାଲୁନି_ଆଉ_ଶାହରୁଖଙ୍କ_ଆଡ୍
ପୁଅ ଗିରଫ ହେବା ମହଙ୍ଗା ପଡିଲା ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ । ଏବେ ହାତରୁ ଖସୁଛି ସବୁ ବିଜ୍ଞାପନ । ଶାହରୁଖ ଖାଁଙ୍କ ଅଭିନୀତ ସମସ୍ତ ବିଜ୍ଞାପନ ପ୍ରସାରଣକୁ ବନ୍ଦ ରଖିଛି ପ୍ରମୁଖ ଏଡ-ଟେକ୍ କମ୍ପାନୀ ବାଇଜୁସ୍ ।
#ShahRukhKhan #Bollywood #star #advertisement #company #byjus #Odisha #ArgusNews