ପୁଣିଥରେ ମୋଦି ଏକ ନମ୍ବର । ବିଶ୍ବ ନେତୃତ୍ବଙ୍କୁ ପଛରେ ପକାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି । ଆମେରିକାର ଡାଟା କନସଲଟେନ୍ସି ଫାର୍ମା ପକ୍ଷରୁ ପ୍ରକାଶ କରାଯାଇଥିବା ତାଲିକାରେ ମୋଦି ଶୀର୍ଷ ସ୍ଥାନ ମଣ୍ଡନ କରିଥିବା ଦେଖିବାକୁ ମିଳିଛି ।
#america PMOindia Narendra Modi #no1 #world #leadership #Odisha #ArgusNews