କ୍ରିକେଟରୁ ରିଜନୀତି ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଇମ୍ରାନ । ଜୀବନ ତମାମ ଚର୍ଚ୍ଚାରେ ରହିଥିଲେ ବି ସେ ନିଜ ପୂର୍ବ ପତ୍ନୀଙ୍କଠାରୁ ଅଧିକ ସମ୍ପତି କମେଇ ପରି ନାହାନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଇମ୍ରାନଙ୍କ ଠାରୁ ତାଙ୍କ ପୂର୍ବତନ ପତ୍ନୀ ଅଧିକ ଧନୀ ବୋଲି ପ୍ରକାଶ ପାଇଛି ।
#Pakistan #ImranKhan #ExPrimeMinister #Odisha #ArgusNews